ଭୋକିଲା ଥାଉ ପଛେ ଉଦର ତାର ସିଏ ଥିଲେ ପେଟ ପୁରେ ସଭିଙ୍କର ॥ ଭୋକିଲା ଥାଉ ପଛେ ଉଦର ତାର ସିଏ ଥିଲେ ପେଟ ପୁରେ ସଭିଙ୍କର ॥
ରାସ୍ତା କାହିଁ ରାସ୍ତା କାହିଁ ରାସ୍ତା କାହିଁ ରାସ୍ତା କାହିଁ
ବିଦିର୍ଣ୍ଣ ପ୍ରାଣ ବିଦିର୍ଣ୍ଣ ପ୍ରାଣ
ମନେପଡେ ଆଜି ମନେପଡେ ଆଜି
ଝାଟିମାଟିର ସୁଖ ଦେଇ ଆସ ପାପୁଲିର ପାପୁଲିୟେ ବିଶ୍ଵାସ ହେଇ ଆସ ସମ୍ପର୍କର ପୁଳାଏ ନିଃଶ୍ଵାସ ନେଇ ଆସ ଏ ରୁଗଣ ସମାଜକୁ... ଝାଟିମାଟିର ସୁଖ ଦେଇ ଆସ ପାପୁଲିର ପାପୁଲିୟେ ବିଶ୍ଵାସ ହେଇ ଆସ ସମ୍ପର୍କର ପୁଳାଏ ନିଃଶ୍ଵାସ ନ...
ସକାଳ ଆସିଲେ ପୁଣି ଚାଲିଥାଏ ପେଟ ଚାଖଣ୍ଡର ନାଟ ଜରାବସ୍ଥା ପରେ ପାଦ ଅଟକିବ ସରିବ ଜୀବନ ବାଟ । ସକାଳ ଆସିଲେ ପୁଣି ଚାଲିଥାଏ ପେଟ ଚାଖଣ୍ଡର ନାଟ ଜରାବସ୍ଥା ପରେ ପାଦ ଅଟକିବ ସରିବ ଜୀବନ ବାଟ ।